Learn how to survive from heart attack! || ଜାଣନ୍ତୁ କିପରି ହୃଦଘାତରୁ ବଞ୍ଚିବ ଜୀବନ!
ଦିନକୁ ଦିନ ହୃଦରୋଗ ବା ହୃଦଘାତ ସମସ୍ୟା ଯୁବପିଢୀଙ୍କ ମଧ୍ୟରେ ବଢିବାରେ ଲାଗିଛି। ବିଶେଷକରି, ଜିମ୍-ରେ ଯୁବ ସେଲିବ୍ରେଟିଙ୍କର ହୃଦଘାତରେ ଜୀବନ ଜିବାର ନଜର ଆସିଛି। ଏହି ରୋଗ ଏବେ ବୟସ୍କଙ୍କୁ ବି ଗ୍ରାସ କରୁଛି। ତେବେ,ଆସନ୍ତୁ ଜାଣିବା ହୃଦଘାତ ହେବା ପୂର୍ବରୁ ଶରୀରରେ କେଉଁସବୁ ଲକ୍ଷଣ ଦେଖାଦିଏ। ଧମନୀ ଅବରୋଧ ପ୍ରାୟତଃ ହୃଦ ଅବରୋଧର ସବୁଠାରୁ ସାଧାରଣ କାରଣ ବୋଲି କୁହାଯାଇପାରିବ। ଯେଉଁଠାରେ ଚର୍ବି,କ୍ୟାଲସିୟମ୍ କିମ୍ବା କୋଲେଷ୍ଟ୍ରଲ୍ ଧମନୀରେ ଜମା ହୁଏ। ଯାହା ଫଳରେ ଧମନୀ … Continue reading Learn how to survive from heart attack! || ଜାଣନ୍ତୁ କିପରି ହୃଦଘାତରୁ ବଞ୍ଚିବ ଜୀବନ!
Copy and paste this URL into your WordPress site to embed
Copy and paste this code into your site to embed