ବିଜୟଙ୍କଠାରୁ ଶିଖନ୍ତୁ ମୋହନ! || Learn from Vijay, Mohan!

ଆଜିକାଲିର ଦୁନିଆରେ ପିଲାଟିଏ ପାଠ ପଢ଼ାଇବା କେତେ କଷ୍ଟକର, ତାହା କେବଳ ଜଣେ ବାପା ବା ମା’ ହିଁ ବୁଝିପାରିବେ। ଆଜିର ସମୟରେ ବେସରକାରୀ ସ୍କୁଲ୍ ବା ପ୍ରାଇଭେଟ୍ ସ୍କୁଲ୍‌ଗୁଡ଼ିକ ଶିକ୍ଷାଦାନ ନାଁରେ କେମିତି ଗୋଟିଏ ଗୋଟିଏ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ପାଲଟି ଯାଇଛନ୍ତି, ତାହା ଆପଣମାନେ ସମସ୍ତେ ଜାଣିଛନ୍ତି। ନାମଲେଖା ଫିସ୍ (Admission Fee), ମାସିକ ଟ୍ୟୁସନ ଫିସ୍, ଡେଭଲପମେଣ୍ଟ ଫିସ୍, ସ୍ପୋର୍ଟସ ଫିସ୍… ଏମିତି ନାଁ ନେଇ ନେଇ ଅଭିଭାବକମାନଙ୍କର ପକେଟ୍‌କୁ ପୁରା ଖାଲି … Continue reading ବିଜୟଙ୍କଠାରୁ ଶିଖନ୍ତୁ ମୋହନ! || Learn from Vijay, Mohan!