ସଂଗଠନରେ ନେତୃତ୍ୱ ପରୀକ୍ଷା? || Leadership test in organizations?

ଯାଜପୁର ଦୀର୍ଘଦିନ ଧରି ଓଡ଼ିଶା ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ଭାବେ ପରିଚିତ। ବିଶେଷକରି ଏହା ବିଜେଡ଼ି ର ଗଡ ଭାବରେ ପରିଚିତ । କିନ୍ତୁ ରାଜ୍ୟରୁ ବିଜେଡ଼ି ସରକାର ଗଲା ପରେ ସେ ଗଡ ଏବେ ଦୋହଲିବା ଆରମ୍ଭ କଲାଣି। ଜିଲ୍ଲା ପରିଷଦ ସଭାପତି ଓ ଉପସଭାପତିଙ୍କ ଦଳତ୍ୟାଗ, ସହିତ ୧୮ ଜଣ ଜିଲ୍ଲା ପରିଷଦ ସଦସ୍ୟଙ୍କ ଦଳ ଛାଡିବା କେବଳ ସଂଖ୍ୟାଗତ ହାନି ନୁହେଁ; ଏହା ସଂଗଠନର ଭିତ୍ତିକୁ ନେଇ ପ୍ରଶ୍ନ ଉଠାଇଛି। ଏହି ପ୍ରସ୍ଥାନମାନେ … Continue reading ସଂଗଠନରେ ନେତୃତ୍ୱ ପରୀକ୍ଷା? || Leadership test in organizations?