Leaders sweat to save their dignity || ଇଜ୍ଜତ ବଞ୍ଚାଇବା ପାଇଁ ନେତା ଝାଳ ନାଳ

ନୂଆପଡ଼ା ଉପନର୍ବାଚନ ଏବେ ପରୀକ୍ଷାର ବେଳ । କିଏ ଜିତିବ, କିଏ ହାରିବ ରାଜ୍ୟ ସରକାର ସେତେଟା କିଛି ପ୍ରଭାବ ନ ପକାଉଥିବାବେଳେ ତିନି ଦଳ ପାଇଁ ଏହା କିନ୍ତୁ ଇଜ୍ଜତର କଥା ହୋଇଯାଇଛି। ଏବେ ବିଜେଡିରେ ପାଣ୍ଡିଆନ ନାହାନ୍ତି । ଗତ ନିର୍ବାଚନରେ ଯେଉଁଭଳି ଭାବରେ ପାଣ୍ଡିଆନଙ୍କ ମୁଣ୍ଡରେ ଦୋଷ ଲଦି ଖସି ଯାଇଥିଲେ ବିଜେଡି ନେତା ଏଥର ସେମାନଙ୍କ ପରୀକ୍ଷାର ବେଳ । ବାସ୍ତବରେ ନବୀନଙ୍କ ଲୋକପ୍ରିୟତା ଏବେ ବି ବଜାୟ ରହିଛି କି … Continue reading Leaders sweat to save their dignity || ଇଜ୍ଜତ ବଞ୍ଚାଇବା ପାଇଁ ନେତା ଝାଳ ନାଳ