ବଜେଟ୍ ୨୦୨୫-୨୬: ଲୋକସଭା ନିର୍ବାଚନ ଏବଂ ଇଭିଏମ୍ ପାଇଁ ଖର୍ଚ୍ଚ ବହନ ପାଇଁ ୧୪,୦୦୦ କୋଟି

୨୦୨୪ ଲୋକସଭା ନିର୍ବାଚନ ଆୟୋଜନ ଏବଂ ନୂଆ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ କିଣିବା ପାଇଁ କେନ୍ଦ୍ର ବଜେଟ ୨୦୨୫-୨୬ରେ  ଆଇନ ମନ୍ତ୍ରଣାଳୟକୁ ୧୪୦୦ କୋଟିରୁ ଅଧିକ ଟଙ୍କା ପ୍ରଦେନ କରାଯାଇଛି। ଆଇନ ମନ୍ତ୍ରଣାଳୟର ବିଧାନ ବିଭାଗ ହେଉଛି ନିର୍ବାଚନ ଆୟୋଗ (ଇସି), ନିର୍ବାଚନ ଆଇନ ଏବଂ ନିର୍ବାଚନ ଆୟୋଗରେ ସଦସ୍ୟ ନିଯୁକ୍ତି ପାଇଁ ନୋଡାଲ ଏଜେନ୍ସି । ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ବଜେଟ ଅନୁଯାୟୀ, ଆଇନ ମନ୍ତ୍ରଣାଳୟକୁ ଲୋକସଭା ନିର୍ବାଚନ ପାଇଁ ୫୦୦ … Continue reading ବଜେଟ୍ ୨୦୨୫-୨୬: ଲୋକସଭା ନିର୍ବାଚନ ଏବଂ ଇଭିଏମ୍ ପାଇଁ ଖର୍ଚ୍ଚ ବହନ ପାଇଁ ୧୪,୦୦୦ କୋଟି