ଆଇନମନ୍ତ୍ରୀଙ୍କ ଲଲିପପ୍‍ || Law Minister’s lollipop

ନିର୍ବାଚନ ସମୟରେ ବିଜେପି ଶ୍ରୀମନ୍ଦିରକୁ ନେଇ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଥିଲା। ସରକାର ଗଠନ କରିବା ପରେ ସେହି ପ୍ରତିଶ୍ରୁତିକୁ ଭୁଲି ଯାଇଛି। ଛୋଟ ଛୁଆଙ୍କୁ ଲଲିପପ୍‍ ଦେଇ ଠକିଲା ଭଳି ପ୍ରତିଶ୍ରୁତିକୁ ନୂଆ ନୂଆ ତାରିଖ ମାଧ୍ୟମରେ ବଦଳାଇବା— ଆମ ରାଜ୍ୟର ରାଜନୀତିରେ କିଛି ନୂଆ କଥା ନୁହେଁ। କିନ୍ତୁ ଯେତେବେଳେ ଏହି ପ୍ରତିଶ୍ରୁତି ସାରାବିଶ୍ଵର ଆରାଧ୍ୟ ଦେବତା, କୋଟି କୋଟି ଓଡ଼ିଆଙ୍କ ପ୍ରାଣକେନ୍ଦ୍ର, ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଭାବୁକ ଭକ୍ତମାନଙ୍କ ଭାବେଗ … Continue reading ଆଇନମନ୍ତ୍ରୀଙ୍କ ଲଲିପପ୍‍ || Law Minister’s lollipop