ଆଇନ ମଣିଷକୁ ବିବାହ ଦୁଃଖ ସହିବାକୁ ବାଧ୍ୟ କରିପାରିବ ନାହିଁ: ଓଡ଼ିଶା ହାଇକୋର୍ଟ

Orissa High court: ୨୦୦୩ମସିହାରେ ଏହି ଦମ୍ପତିଙ୍କ ବିବାହ ହୋଇଥିବା ବେଳେ ପତ୍ନୀଙ୍କ ଆଚରଣ ଯୋଗୁଁ ତାଙ୍କ ପାଇଁ ବିବାହ ଜାରି ରଖିବା ଅସମ୍ଭବ ହୋଇପଡ଼ିଛି ବୋଲି ଅଭିଯୋଗ କରି ସ୍ୱାମୀ ୨୦୦୯ରେ ନିଷ୍ଠୁରତା ଆଧାରରେ ବିବାହ ଭାଙ୍ଗିବାକୁ ଦାବି କରିଥିଲେ। ଦୁଃଖ ଓ ନିର୍ଯାତନାର କାରଣ ପାଲଟିଥିବା ବିବାହକୁ ସହିବାକୁ ଆଇନ ବାଧ୍ୟ କରିପାରିବ ନାହିଁ ବୋଲି ଓଡ଼ିଶା ହାଇକୋର୍ଟ ଜଣେ ଦମ୍ପତିଙ୍କୁ ଛାଡ଼ପତ୍ର ଦେବା ପାଇଁ ଫ୍ୟାମିଲି କୋର୍ଟଙ୍କ ଆଦେଶକୁ ବଜାୟ ରଖିଛନ୍ତି। ସ୍ୱାମୀଙ୍କୁ … Continue reading ଆଇନ ମଣିଷକୁ ବିବାହ ଦୁଃଖ ସହିବାକୁ ବାଧ୍ୟ କରିପାରିବ ନାହିଁ: ଓଡ଼ିଶା ହାଇକୋର୍ଟ