ଆଇନ ଶୃଙ୍ଖଳା ବିଗିଡ଼ିଲା, ସରକାର ଚୁପ୍ କାହିଁକି? || Law and order has broken down, why is the government silent?

ରାଜ୍ୟରେ ଆଇନ ଶୃଙ୍ଖଳା ଅବନତି ନେଇ ବଢ଼ୁଛି ଚିନ୍ତା, ସରକାରଙ୍କ ଭୂମିକା ଉପରେ ପ୍ରଶ୍ନ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ ଚିନ୍ତା ବଢ଼ୁଥିବା ଦେଖାଯାଉଛି। ଗାଁଠୁ ସହର ପର୍ଯ୍ୟନ୍ତ ଅପରାଧ ଘଟଣା ବୃଦ୍ଧି ପାଇଥିବା ଅଭିଯୋଗ ହେଉଥିବାବେଳେ, ପୋଲିସର କାର୍ଯ୍ୟପ୍ରଣାଳୀ ଓ ସରକାରଙ୍କ ଭୂମିକାକୁ ନେଇ ବିଭିନ୍ନ ମହଳରୁ ପ୍ରଶ୍ନ ଉଠୁଛି। ରାଜ୍ୟର ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଥିବା ସତ୍ତ୍ୱେ ଆଇନ ଶୃଙ୍ଖଳା ନିୟନ୍ତ୍ରଣରେ ସମସ୍ୟା କାହିଁକି … Continue reading ଆଇନ ଶୃଙ୍ଖଳା ବିଗିଡ଼ିଲା, ସରକାର ଚୁପ୍ କାହିଁକି? || Law and order has broken down, why is the government silent?