ବିଧାନସଭା ଅଧିବେଶନକୁ ଦୃଷ୍ଟିରେ ରଖି ଫେବ୍ରୁଆରି ୧୩ରୁ ଭୁବନେଶ୍ୱରରେ ଲାଗୁ ହେବ ଟ୍ରାଫିକ କଟକଣା
ଆସନ୍ତା ଫେବ୍ରୁଆରି ୧୩ତାରିଖରୁ ଆରମ୍ଭ ହେବାକୁ ଥିବା ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନକୁ ଦୃଷ୍ଟିରେ ରଖି ଟ୍ୱିନ୍ ସିଟି କମିସନରେଟ୍ ପୁଲିସ ଭୁବନେରରେ ବିଭିନ୍ନ ଟ୍ରାଫିକ୍ କଟକଣା ଜାରି କରିବ। ୧୩.୦୨.୨୦୨୫ରୁ ୦୫.୦୪.୨୦୨୫ ପର୍ଯ୍ୟନ୍ତ ୨ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନକୁ ଦୃଷ୍ଟିରେ ରଖି ଟ୍ୱିନ୍ ସିଟି କମିସନରେଟ୍ ପୁଲିସ ଭୁବନେଶ୍ୱରରେ ବିଭିନ୍ନ ଟ୍ରାଫିକ୍ କଟକଣା ଲାଗୁ କରିବ। ବିଧାନସଭା ଅଧିବେଶନ ଚାଲିଥିବା ସମସ୍ତ ଦିନ ନିମ୍ନଲିଖିତ ଟ୍ରାଫିକ୍ କଟକଣା ବଳବତ୍ତର … Continue reading ବିଧାନସଭା ଅଧିବେଶନକୁ ଦୃଷ୍ଟିରେ ରଖି ଫେବ୍ରୁଆରି ୧୩ରୁ ଭୁବନେଶ୍ୱରରେ ଲାଗୁ ହେବ ଟ୍ରାଫିକ କଟକଣା
Copy and paste this URL into your WordPress site to embed
Copy and paste this code into your site to embed