ମହାକୁମ୍ଭରେ ଆଦାନୀ, ଅମ୍ବାନୀଙ୍କଠାରୁ ବ୍ୟାଙ୍କ, ସମସ୍ତେ କରୁଛନ୍ତି ‘ମହାମାର୍କେଟିଂ’

Maha Kumbh 2025: ଅଧିକରୁ ଅଧିକ ଉପଭୋକ୍ତାଙ୍କ ପାଖରେ ନିଜ ଉତ୍ପାଦ ପହଞ୍ଚାଇବା ପାଇଁ କମ୍ପାନିଗୁଡ଼ିକ ମହାକୁମ୍ଭରେ ବ୍ୟାପକ ପ୍ରମୋସନ କରୁଛନ୍ତି। ସେମାନେ ନିଜ ବ୍ରାଣ୍ଡର ପହଞ୍ଚକୁ ବଢ଼ାଇବା ପାଇଁ ନୂଆ ନୂଆ ଉପାୟ ଚେଷ୍ଟା କରୁଛନ୍ତି। ପ୍ରୟାଗରାଜରେ ସୋମବାରଠାରୁ ମହାକୁମ୍ଭ ମେଳା ଆରମ୍ଭ ହୋଇଛି। ଏଥର ମହାକୁମ୍ଭରେ ୪୦ରୁ ୪୫ କୋଟି ଲୋକ ପହଞ୍ଚିବେ ବୋଲି ଆଶା କରାଯାଉଛି। ଏହି ସୁଯୋଗର ଫାଇଦା ଉଠାଇବା ପାଇଁ କମ୍ପାନିଗୁଡ଼ିକ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛନ୍ତି। ସେମାନେ ନିଜ … Continue reading ମହାକୁମ୍ଭରେ ଆଦାନୀ, ଅମ୍ବାନୀଙ୍କଠାରୁ ବ୍ୟାଙ୍କ, ସମସ୍ତେ କରୁଛନ୍ତି ‘ମହାମାର୍କେଟିଂ’