ଜମି ପଞ୍ଜୀକରଣରେ ବ୍ୟାପକ ଜାଲିଆତି ଏବଂ ସରକାରୀ ନିୟମାବଳୀର ଖୋଲା ଉଲ୍ଲଂଘନ ଅଭିଯୋଗରେ ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କୋମନା ତହସିଲ୍ ତଥା ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ହୋଇଥିବା ବେଆଇନ ଜମି ରେଜିଷ୍ଟ୍ରେସନ୍ ମାମଲାରେ କୋମନା ସବ୍-ରେଜିଷ୍ଟ୍ରାରଙ୍କୁ ତୁରନ୍ତ ଦାୟିତ୍ୱରୁ ଅନ୍ତର କରାଯାଇଛି। ସରକାରୀ ନିୟମକୁ ବେଖାତିର କରି ମୂଲ୍ୟବାନ ସରକାରୀ, ଆଦିବାସୀ ତଥା ବିବାଦୀୟ ଜମିଗୁଡ଼ିକୁ ବେଆଇନ ଭାବେ ଅନ୍ୟ ବ୍ୟକ୍ତିବିଶେଷଙ୍କ ନାମରେ ପଞ୍ଜୀକରଣ କରାଯାଇଥିବା ପ୍ରାଥମିକ ତଦନ୍ତରୁ … Continue reading ନୂଆପଡ଼ାରେ ଜମି ଦୁର୍ନୀତି: ପଞ୍ଜୀକରଣ ଅନିୟମିତତା ଅଭିଯୋଗରେ କୋମନା ସବ୍-ରେଜିଷ୍ଟ୍ରାରଙ୍କୁ କାର୍ଯ୍ୟରୁ ଅନ୍ତର || Land scam in Nuapada: Commune Sub-Registrar suspended for alleged registration irregularities
Copy and paste this URL into your WordPress site to embed
Copy and paste this code into your site to embed