Land rights to Tribals II ତିନିବର୍ଷରେ ମାତ୍ର ୧୦% ଆବେଦନକାରୀଙ୍କୁ ପଟ୍ଟା, ବିସ୍ଥାପନର ଭୟ ଘାରିଛି

କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀଙ୍କ ରାଜ୍ୟସଭାରେ ଦିଆଯାଇଥିବା ଲିଖିତ ଉତ୍ତର ଏହି ଯଥାର୍ଥକୁ ସଂଖ୍ୟାରେ ପରିଣତ କରିଛି। ଗତ ତିନିବର୍ଷ (୨୦୨୩ ଜାନୁଆରୀରୁ ୨୦୨୬ ଜାନୁଆରୀ) ମଧ୍ୟରେ ଓଡ଼ିଶାରେ ଜଙ୍ଗଲ ଜମି ଅଧିକାର ପାଇଁ ୧ ଲକ୍ଷ ୨୪ ହଜାର ୩୦୦ ଆବେଦନ ହୋଇଛି। କିନ୍ତୁ ସେଥିରୁ ମାତ୍ର ୧୧,୫୨୧ ଜଣଙ୍କୁ ପଟ୍ଟା ପ୍ରଦାନ ହୋଇଛି। ଅର୍ଥାତ୍ ପ୍ରାୟ ୧୦ ପ୍ରତିଶତ ସଫଳତା ଓ ୯୦ ପ୍ରତିଶତ ଆବେଦନକାରୀ ଏପର୍ଯ୍ୟନ୍ତ ଅପେକ୍ଷାରେ। ଓଡ଼ିଶାର ରାଜନୈତିକ ପରିଦୃଶ୍ୟରେ ଆଦିବାସୀ … Continue reading Land rights to Tribals II ତିନିବର୍ଷରେ ମାତ୍ର ୧୦% ଆବେଦନକାରୀଙ୍କୁ ପଟ୍ଟା, ବିସ୍ଥାପନର ଭୟ ଘାରିଛି