Land registration will be done in every TehsilII ପ୍ରତି ତହସିଲରେ ହେବ ଜମିଜମା ପଞ୍ଜିକରଣ: ନୂଆପଡ଼ାରୁ ହେଲା ଆରମ୍ଭ

ରାଜ୍ୟର ପ୍ରତି ତହସିଲରେ ଏଣିକି ଜମି ଜମା ପଞ୍ଜିକରଣ ହୋଇପାରିବ। ଏନେଇ ତହସିଲରେ ସବ୍‍ ରେଜିଷ୍ଟ୍ରାର କାର୍ଯ୍ୟାଳୟ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏହା ନୂଆପଡ଼ା ଜିଲ୍ଲାର ଆରମ୍ଭ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ନୂଆପଡ଼ା ଜିଲ୍ଲାର ସିନାପାଲି, କୋମନା ଏବଂ ବୋଡେନ ତହସିଲରେ ଏହି ସେବା ଆଜିଠାରୁ ଆରମ୍ଭ କରାଯାଉଛି ବୋଲି ଆଜି ନିର୍ବାଚନ ଅଭିମୁଖୀ ନୂଆପଡ଼ା ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜି ମୁଁ ନୂଆପଡ଼ା ଜିଲ୍ଲା ପାଇଁ ମୋଟ୍ ୧,୧୦୦ କୋଟି … Continue reading Land registration will be done in every TehsilII ପ୍ରତି ତହସିଲରେ ହେବ ଜମିଜମା ପଞ୍ଜିକରଣ: ନୂଆପଡ଼ାରୁ ହେଲା ଆରମ୍ଭ