ଦୟାକରି ସାହାଯ୍ୟ କରନ୍ତୁ, ନ ହେଲେ ଭିପି ସିଂ ତାଙ୍କ ଲୋକକୁ ମୁଖ୍ୟମନ୍ତ୍ରୀ କରିଦେବେ

Lalu Yadav Vs Nitish Kumar: ୧୯୯୦ମସିହାରେ ଲାଲୁ ଯାଦବ ବିହାର ମୁଖ୍ୟମନ୍ତ୍ରୀ ଦୌଡ଼ରେ ରାମସୁନ୍ଦର ଦାସଙ୍କୁ ପରାସ୍ତ କରି କ୍ଷମତାକୁ ଆସିଥିଲେ। ଦେବୀଲାଲ ଓ ଚନ୍ଦ୍ରଶେଖରଙ୍କ ସମର୍ଥନରେ ସେ ଅଳ୍ପ ବ୍ୟବଧାନରେ ବିଜୟୀ ହୋଇଥିଲେ। ବର୍ତ୍ତମାନ ବିହାର ବିଧାନସଭା ଅଧିବେଶନ ଚାଲିଛି।  ଗୃହ ଭିତରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କ ମଧ୍ୟରେ ଜୋରଦାର ଯୁକ୍ତିତର୍କ ଚାଲିଛି। ବଜେଟ୍ ଉପରେ ବିତର୍କ ପରେ ନୀତିଶ କୁମାର ଯେତେବେଳେ ତାଙ୍କ ସରକାରଙ୍କୁ … Continue reading ଦୟାକରି ସାହାଯ୍ୟ କରନ୍ତୁ, ନ ହେଲେ ଭିପି ସିଂ ତାଙ୍କ ଲୋକକୁ ମୁଖ୍ୟମନ୍ତ୍ରୀ କରିଦେବେ