Lalu, Rahul caught in the owaisi trap ।। ଓବୈସୀ ଚାଲରେ ଫସିଗଲେ ଲାଲୁ,ରାହୁଲ

ବିହାରରେ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ହଲଚଲ ନିଜର ଶୀର୍ଷସ୍ଥାନରେ ପହଞ୍ଚିଥିବା ଜଣାପଡୁଛି । ସମସ୍ତ ପ୍ରମୁଖ ଦଳ ନିର୍ବାଚନକୁ ନେଇ ସକ୍ରିୟ ହୋଇଛନ୍ତି । ଅସଦୁଦ୍ଦୀନ ଓବୈସୀ ମଧ୍ୟ ନିର୍ବାଚନକୁ ନେଇ ଲଗାତାର ସକ୍ରିୟ ରହିଛନ୍ତି । ତାଙ୍କର ରାଜନୈତିକ ଚାଲ ଦ୍ୱାରା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତୃତ୍ୱାଧୀନ ମହାଗଠବନ୍ଧନକୁ ବିଚଳିତ କରିଛନ୍ତି । ଆରଜେଡି ଓ କଂଗ୍ରେସ ପାଇଁ ଏହି ଜଟିଳତାକୁ ଯଥାଶୀଘ୍ର ସମାଧାନ କରିବାର ଚାପ ରହିଛି । ଓବୈସୀଙ୍କ ଦଳ … Continue reading Lalu, Rahul caught in the owaisi trap ।। ଓବୈସୀ ଚାଲରେ ଫସିଗଲେ ଲାଲୁ,ରାହୁଲ