କର୍ଣ୍ଣାଟକର ଦରଘାରେ ଆରମ୍ଭ ହେଲା ଶିବଲିଙ୍ଗ ପୂଜା, ଜାଣନ୍ତୁ କ’ଣ ଏହାର ଇତିହାସ
Karnatak: ମହାଶିବରାତ୍ରୀ ଅବସରରେ କର୍ଣ୍ଣାଟକ ହାଇକୋର୍ଟ ଆଲାଣ୍ଡରେ ଥିବା ଲାଡଲେ ମଶାକ ଦରଘାରେ ଶିବ ଲିଙ୍ଗରେ ପୂଜା ପାଇଁ ଅନୁମତି ଦେଇଛନ୍ତି। କର୍ଣ୍ଣାଟକ ଓ୍ଵାକଫ ଟ୍ରିବ୍ୟୁନାଲଙ୍କ ରାୟକୁ ମଧ୍ୟ ଅଦାଲତ ବଜାୟ ରଖିଛନ୍ତି ଯେଉଁଥିରେ ଦରଘାରେ ଧାର୍ମିକ ରୀତିନୀତି ସମ୍ପନ୍ନ କରିବା ପାଇଁ ଏକ କାର୍ଯ୍ୟସୂଚୀ ଧାର୍ଯ୍ୟ କରାଯାଇଛି। ଆସନ୍ତୁ ଜାଣିବା ଲାଡଲେ ମଶାକ ଦରଘାର ଇତିହାସ କ’ଣ ଏବଂ ହିନ୍ଦୁମାନଙ୍କ ସହ ଏହାର ସମ୍ପର୍କ କ’ଣ? ଶିବାଜୀ ମହାରାଜଙ୍କ ଗୁରୁଙ୍କ ସମାଧି ଛତ୍ରପତି ଶିବାଜୀ ମହାରାଜଙ୍କ … Continue reading କର୍ଣ୍ଣାଟକର ଦରଘାରେ ଆରମ୍ଭ ହେଲା ଶିବଲିଙ୍ଗ ପୂଜା, ଜାଣନ୍ତୁ କ’ଣ ଏହାର ଇତିହାସ
Copy and paste this URL into your WordPress site to embed
Copy and paste this code into your site to embed