ଆଖି ବୁଜିଲା ୬୫ ବର୍ଷୀୟ ଦନ୍ତାହାତୀ ‘ମହେନ୍ଦ୍ର’

ଗତ ବର୍ଷ ଜୁନ୍ ମାସରେ ବଡ଼ ବାଘର ତଦାରଖରେ ସହଯୋଗ କରିବା ପାଇଁ ରାଜକୁମାରଙ୍କ ସହ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରୁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟକୁ ସ୍ଥାନାନ୍ତରିତ ହୋଇଥିବା ୬୬ ବର୍ଷୀୟ ଦନ୍ତା ମହେନ୍ଦ୍ରଙ୍କର ରବିବାର ରାତିରେ ମୟୂରଭଞ୍ଜ ଜିଲ୍ଲା ଚହଲା ଅଞ୍ଚଳରେ ମୃତ୍ୟୁ ଘଟିଛି। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ଅସୁସ୍ଥ ରହୁଥିଲେ ଏବଂ ରାତି ପ୍ରାୟ ୯.୪୫ ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ୨୦୦୧ ଡିସେମ୍ବରରେ କର୍ଣ୍ଣାଟକର ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନରୁ ‘ମହେନ୍ଦ୍ର’କୁ … Continue reading ଆଖି ବୁଜିଲା ୬୫ ବର୍ଷୀୟ ଦନ୍ତାହାତୀ ‘ମହେନ୍ଦ୍ର’