ମହାକୁମ୍ଭରେ ‘କୁମ୍ଭ ସହାୟକ ଚାଟବାଟ’

‘ଭାଷିନୀ’ ୧୧ଟି ଭାଷାରେ ବହୁଭାଷୀ ସହାୟତା ପ୍ରଦାନ କରୁଛି ସହାୟତା ପାଇଁ ୧୧୨ ହେଲ୍ପଲାଇନ ଭାଷିନୀର ‘ବାର୍ତ୍ତାଳାପ‘ ଫିଚର ଲାଗୁ  ‘ଡିଜିଟାଲ ହଜିବା ଓ ମିଳିବା ସମାଧାନ‘ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିବା ‘କୁମ୍ଭ ସହାୟକ’ ଏକ ଏଆଇ ପରିଚାଳିତ  ବହୁଭାଷୀ, ଭଏସ-ସକ୍ଷମ ଚାଟବଟ୍ ଯାହାକି କୁମ୍ଭମେଳା ୨୦୨୫କୁ ଆସୁଥିବା ଲକ୍ଷ ଲକ୍ଷ ଯାତ୍ରୀଙ୍କ ସହାୟତା ପାଇଁ ପ୍ରସ୍ତୁତ କରାଯାଇଛି । ଏହି ବଟ୍ ଅତ୍ୟାଧୁନିକ ଏଆଇ ଟେକ୍ନୋଲୋଜି (ଯେପରିକି ଲାମା ଏଲଏଲଏମ) ଦ୍ୱାରା … Continue reading ମହାକୁମ୍ଭରେ ‘କୁମ୍ଭ ସହାୟକ ଚାଟବାଟ’