ମହଙ୍ଗା ହେଲା KTM ବାଇକ, ଜାଣନ୍ତୁ ଡିଟେଲ୍ସ

ନୂଆ ମଡେଲ୍ ଭାରତୀୟ ବଜାରରେ KTM 250 Adventureର  ଲଞ୍ଚ ହୋଇଛି । ଏହି KTM ବାଇକର ନୂଆ ଫିଚର୍ସ ଆଡ୍ କରିବା ସହିତ, ଏହି ମୋଟରସାଇକଲର ମୂଲ୍ୟ ମଧ୍ୟ ବଢ଼ାଯାଇଛି ।250 Adventure ର ନୂଆ ମଡେଲର ପ୍ରାଇସ୍ ୧୨ ହଜାର ଟଙ୍କା ବଢ଼ିଛି । ବାଇକର ପ୍ରାଇସ୍ ବଢ଼ିବାର କାରଣ ହେଉଛି କେବଳ ଫିଚର୍ସ ଅପଡେଟ୍ ପାଇଁ ନୁହେଁ ବରଂ କମ୍ପାନୀ ଏହି ମୋଟରସାଇକେଲର ଇଞ୍ଜିନରେ ମଧ୍ୟ ପରିବର୍ତ୍ତନ କରିଛି ।   KTM … Continue reading ମହଙ୍ଗା ହେଲା KTM ବାଇକ, ଜାଣନ୍ତୁ ଡିଟେଲ୍ସ