ଆତ୍ମହତ୍ୟାର ପେଣ୍ଠ ବନିଲାଣି କୋଚିଂ ନଗରି କୋଟା
Kota is becoming a suicide hub: ଜେଇଇ ଓ ମେଡିକାଲ ପ୍ରତିଯୋଗିତା ପାଇଁ କୋଟା ସହର ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ। କିନ୍ତୁ କୋଚିଂ ହବ୍ ପାଲଟିଥିବା କୋଟାରେ ପ୍ରତିଦ୍ୱନ୍ଦ୍ୱିତା ଅଭାବରୁ ଛାତ୍ରଛାତ୍ରୀ ଆତ୍ମହତ୍ୟା କରୁଛନ୍ତି। ରାଜସ୍ଥାନର କୋଟା ସହର ହେଉଛି ଦେଶର ସବୁଠାରୁ ବଡ କୋଚିଂ ହବ୍। ପ୍ରତିବର୍ଷ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ସମେତ ଡାକ୍ତରୀ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ସ୍ୱପ୍ନ ନେଇ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଏଠାକୁ ଆସନ୍ତି। କିନ୍ତୁ ଗୋଟିଏ … Continue reading ଆତ୍ମହତ୍ୟାର ପେଣ୍ଠ ବନିଲାଣି କୋଚିଂ ନଗରି କୋଟା
Copy and paste this URL into your WordPress site to embed
Copy and paste this code into your site to embed