ବିଶ୍ୱ କଫି ମାନଚିତ୍ରରେ କେରାଫୁଟ କଫି

Koraput Coffee: ଏହାର ଉତ୍ପାଦନ ଓ ବଜାର ସଂଯୋଗ ବୃଦ୍ଧି ଉପରେ ଗୁରୁତ୍ୱ ଦେବେ ସରକାର ଓଡ଼ିଶାର କୋରାପୁଟ ଜିଲ୍ଲାର ପ୍ରାକୃତିକ ପରିବେଶରେ ଏବେ କଫିର ବିଭିନ୍ନ ସ୍ୱାଦର ଚାଷ କରାଯାଉଛି। ଏହାର ସ୍ୱାଦ ଓ ଗୁଣବତ୍ତା ପାଇଁ ଲୋକମାନେ ଏହାକୁ ଖୁବ୍ ପ୍ରଶଂସା କରୁଥିବା ବେଳେ ଏବେ ଓଡ଼ିଶାର କୋରାପୁଟ କଫି ବିଶ୍ୱ କଫି ମାନଚିତ୍ରରେ ସ୍ଥାନ ପାଇଛି। କୋରାପୁଟ କଫି ଏବେ ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳ ଓ କେନ୍ଦୁଝରରେ ମଧ୍ୟ ଚାଷ କରାଯାଉଛି। … Continue reading ବିଶ୍ୱ କଫି ମାନଚିତ୍ରରେ କେରାଫୁଟ କଫି