Naveen’s gift to Odisha; Koida is now second Nagada! ଓଡ଼ିଶାକୁ ନବୀନଙ୍କ ଦାନ; କୋଇଡା ଏବେ ଦ୍ୱତୀୟ ନଗଡ଼ା !

ବିଜୁ ଜନତା ଦଳ ସରକାରରେ ଥିବା ସମୟରେ ହକି ଖେଳକୁ ନେଇ ବଡ଼ ଉତ୍ସାହ ସୃଷ୍ଟି କରିଥିଲେ । ହକି ଖେଳକୁ ନେଇ ବିଶ୍ଵରେ ନିଜର ପ୍ରଚାର କରିବା ପାଇଁ ନବୀନ ପଟ୍ଟନାୟକ ମଧ୍ୟ ବ୍ୟସ୍ତ ଥିଲେ । ସେତେବେଳେ ଜିଲ୍ଲା ଖଣିଜ ପାଣ୍ଠି ଅର୍ଥାତ ଡିଏମଏଫର ସମସ୍ତ ନିୟମ କାନୁନକୁ ମୋଡି ମକଚି ଦେଇଥିଲା ବିଜେଡି । ଯାହାର ପରିଣାମ ଏବେ ସୁନ୍ଦରଗଡ ଜିଲ୍ଲା ଅନ୍ତର୍ଗତ କୋଇଡା ଖଣି ଅଞ୍ଚଳର ନିରିହ ଶିଶୁମାନେ ଭୋଗିବାକୁ ବାଧ୍ୟ … Continue reading Naveen’s gift to Odisha; Koida is now second Nagada! ଓଡ଼ିଶାକୁ ନବୀନଙ୍କ ଦାନ; କୋଇଡା ଏବେ ଦ୍ୱତୀୟ ନଗଡ଼ା !