ସରସ୍ୱତୀ ପୂଜାର ଶୁଭ ମୁହୂର୍ତ୍ତରେ ଜାଣନ୍ତୁ କ’ଣ କରିପାରିବେ ବିଶେଷ କାମ

Saraswati Puja: ବସନ୍ତ ପଞ୍ଚମୀର ପର୍ବ ଜ୍ଞାନର ଦେବୀ ମା’ ସରସ୍ୱତୀଙ୍କୁ ସମର୍ପିତ । ଏହି ବିଶେଷ ଦିନରେ ମା’ ସରସ୍ୱତୀଙ୍କୁ ଜ୍ଞାନ, କଳା ଓ ବୁଦ୍ଧିର ଦେବୀ ଭାବରେ ପୂଜା କରାଯାଏ । ଚଳିତ ବର୍ଷ ବସନ୍ତ ପଞ୍ଚମୀ ପର୍ବ ଫେବ୍ରୁଆରି ୨ ତାରିଖ ରବିବାର ପାଳନ କରାଯିବ। ବସନ୍ତ ପଞ୍ଚମୀରେ ମା’ ସରସ୍ୱତୀଙ୍କୁ ପୂଜା କରାଯାଏ ବୋଲି ସମସ୍ତେ ଜାଣନ୍ତି, କିନ୍ତୁ ଏହି ଦିନ ଆଉ କ’ଣ ବିଶେଷ ହୋଇପାରେ ତାହା ଜାଣିବା ମଧ୍ୟ … Continue reading ସରସ୍ୱତୀ ପୂଜାର ଶୁଭ ମୁହୂର୍ତ୍ତରେ ଜାଣନ୍ତୁ କ’ଣ କରିପାରିବେ ବିଶେଷ କାମ