ଭାରତ ବିପକ୍ଷରେ ପାକିସ୍ତାନର ଅପରେସନ୍‍ “ବୁନୟାନ ଉଲ ମରସୂସ”,  କ’ଣ ଏ ମିଶନ ଜାଣନ୍ତୁ

ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଭିତରେ ପାକିସ୍ତାନ ଏକ ସାମରିକ ଅଭିଯାନ, “ଅପରେସନ୍‍ ବୁନୟାନ ଉଲ ମରସୂସ” (Al-Bunyan Al-Marsus) ଆରମ୍ଭ କରିଥିବା ଘୋଷଣା କରିଛି। ଏହି ଅପରେସନ୍‍ର ନାମ କୁରାନରୁ ନିଆଯାଇଛି, ଯାହାର ଅର୍ଥ ହେଉଛି “ଅଭେଦ୍ୟ ଦିୱାର” ବା “ଦୃଢ଼ କାନ୍ଥ”। ଅପରେସନ୍‍ ବୁନୟାନ ଉଲ ମରସୂସର ପୃଷ୍ଠଭୂମି ୨୨ଏପ୍ରିଲ, ୨୦୨୫ରେ କାଶ୍ମୀରରେ  ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣ ଲୋକ ନିହତ ହେବା ପରେ ଭାରତ ପକ୍ଷରୁ ଅପରେସନ୍‍ ସିନ୍ଦୂର ଆରମ୍ଭ … Continue reading ଭାରତ ବିପକ୍ଷରେ ପାକିସ୍ତାନର ଅପରେସନ୍‍ “ବୁନୟାନ ଉଲ ମରସୂସ”,  କ’ଣ ଏ ମିଶନ ଜାଣନ୍ତୁ