ଏନଆଇଟି ରାଉରକେଲାର ଶସ୍ତା ଜିରୋ ଏନର୍ଜି କୁଲିଂ ୟୁନିଟ୍ ଟମାଟୋ ଗ୍ରାଣ୍ଡ ଚ୍ୟାଲେଞ୍ଜ ଜିତିଲା

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି(ଏନ୍ଆଇଟି-ଆର୍) ରାଉରକେଲାର ଅଧ୍ୟାପକ ଓ ଗବେଷକ ଦଳ ଦ୍ୱାରା  ବିକଶିତ ଶସ୍ତା ଜିରୋ ଏନର୍ଜି କୁଲିଂ ଚେମ୍ବର ୨୦୨୪ରେ ବିଜୟୀ ହୋଇଛି। ଜାତୀୟ ଖାଉଟି ଦିବସ ଅବସରରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ରାଷ୍ଟ୍ରମନ୍ତ୍ରୀ ବିଏଲ ବର୍ମା ଡିସେମ୍ବର ରେ ଦିଲ୍ଲୀର ବିଜ୍ଞାନ ଭବନରେ ବିଜେତା ଏନଆଇଟି-ଆର ଦଳକୁ ନଗଦ ପୁରସ୍କାର ଏବଂ ପ୍ରଶଂସାପତ୍ର ପ୍ରଦାନ କରିଥିଲେ। କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ … Continue reading ଏନଆଇଟି ରାଉରକେଲାର ଶସ୍ତା ଜିରୋ ଏନର୍ଜି କୁଲିଂ ୟୁନିଟ୍ ଟମାଟୋ ଗ୍ରାଣ୍ଡ ଚ୍ୟାଲେଞ୍ଜ ଜିତିଲା