ମୁକୁଲ ଚୌଧୁରୀଙ୍କ ‘ହେଲିକପ୍ଟର’ରେ ଉଡ଼ିଗଲା କେକେଆର || KKR flew in Mukul Chowdhury’s ‘helicopter’

କ୍ରିକେଟର ମହାରାଜା ଏମ୍ ଏସ୍ ଧୋନିଙ୍କର ସେହି ପ୍ରସିଦ୍ଧ ‘ହେଲିକପ୍ଟର ସଟ୍’ ପୁଣି ଥରେ ଇଡେନ ଗାର୍ଡେନ୍ସରେ ଜୀବନ୍ତ ହୋଇଉଠିଛି। କିନ୍ତୁ ଏଥର ବ୍ୟାଟ୍ ଧୋନିଙ୍କର ନଥିଲା, ବରଂ ଥିଲା ୨୧ ବର୍ଷୀୟ ଯୁବ ପ୍ରତିଭା ମୁକୁଲ ଚୌଧୁରୀଙ୍କର। ଆଇପିଏଲ ୨୦୨୬ର ଏକ ସ୍ମରଣୀୟ ମୁକାବିଲାରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ହାତରୁ ବିଜୟ ଛଡ଼ାଇ ନେଇଛନ୍ତି ଲକ୍ଷ୍ନୌ ସୁପରଜାଏଣ୍ଟସ୍ (ଏଲଏସଜି)ର ନୂତନ ତାରକା ମୁକୁଲ। ଶେଷ ବଲ୍‌ର ସେହି ରୋମାଞ୍ଚକର ବାଇ ରନ୍ ଏବଂ ତା’ … Continue reading ମୁକୁଲ ଚୌଧୁରୀଙ୍କ ‘ହେଲିକପ୍ଟର’ରେ ଉଡ଼ିଗଲା କେକେଆର || KKR flew in Mukul Chowdhury’s ‘helicopter’