Kit Nepali student death case ।। କିଟ୍‍ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା: ରାଜ୍ୟ ସରକାର ଉପରେ ପୁଣି ପ୍ରଶ୍ନଚିହ୍ନ

ଚଳିତ ବର୍ଷ ଆରମ୍ଭରେ ସମଗ୍ର ରାଜ୍ୟ ଓ ନେପାଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥିବା କିଟ୍‍ ବିଶ୍ୱବିଦ୍ୟାଳୟର ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ମାମଲା ପୁଣିଥରେ ଖବର ଶୀର୍ଷକରେ ଫେରିଛି। ଏଥର ଏହି ମାମଲା ଦିଗରେ ଦୃଷ୍ଟି ଆକର୍ଷଣ କରାଇଛି ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ଯାହା ଓଡ଼ିଶାର ମୁଖ୍ୟ ସଚିବ ମନୋଜ ଆହୁଜାଙ୍କୁ ଦୁଇ ସପ୍ତାହ ମଧ୍ୟରେ ବିସ୍ତୃତ କାର୍ଯ୍ୟାନୁଷ୍ଠାନ ରିପୋର୍ଟ (ଏଟିଆର) ଦାଖଲ କରିବାକୁ ନୋଟିସ ଜାରି କରିଛି। ୮ ମାସ ଧରି ଏହି ମୃତ୍ୟୁ … Continue reading Kit Nepali student death case ।। କିଟ୍‍ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା: ରାଜ୍ୟ ସରକାର ଉପରେ ପୁଣି ପ୍ରଶ୍ନଚିହ୍ନ