Kishore Kumar Left Madhubala after hearing this one thing from the doctor।। ଡାକ୍ତରଙ୍କଠୁ ଏହି ଗୋଟିଏ କଥା ଶୁଣି ମଧୁବାଲାଙ୍କୁ ଛାଡିଦେଇଥିଲେ କିଶୋର କୁମାର

ଭାରତୀୟ ସିନେମାର ସବୁଠାରୁ ପ୍ରତିଷ୍ଠିତ ତାରକାମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମଧୁବାଲା। ଅଧୁରା ପ୍ରେମ, ହୃଦୟ ଭଙ୍ଗା ଏବଂ ଅସମ୍ପୂର୍ଣ୍ଣ ସ୍ୱପ୍ନରେ ପରିପୂର୍ଣ୍ଣ ଜୀବନ ବଞ୍ଚିଥିଲେ କୋଟି କୋଟି ଦର୍ଶକଙ୍କ ହୃଦୟ ରାଣୀ ମଧୁବାଲା । ବଲିଉଡ୍‌ର ଭେଟେରାନ ଅଭିନେତା ଦିଲୀପ କୁମାର ଏବଂ କିମ୍ବଦନ୍ତୀ ଅଭିନେତ୍ରୀ ମଧୁବାଲାଙ୍କ ପ୍ରେମ କାହାଣୀ କାହାକୁ ବା ଅଛପା। ଦିଲୀପ କୁମାରଙ୍କ ଠାରୁ ତାଙ୍କର ବହୁ ଚର୍ଚ୍ଚିତ ବିଚ୍ଛେଦ ପରେ – ତାଙ୍କ ପିତାଙ୍କ ଦ୍ୱାରା ପ୍ରଭାବିତ ହୋଇ – … Continue reading Kishore Kumar Left Madhubala after hearing this one thing from the doctor।। ଡାକ୍ତରଙ୍କଠୁ ଏହି ଗୋଟିଏ କଥା ଶୁଣି ମଧୁବାଲାଙ୍କୁ ଛାଡିଦେଇଥିଲେ କିଶୋର କୁମାର