ରାହୁଲ ଗାନ୍ଧୀଙ୍କୁ କିରେନ ରିଜିଜୁଙ୍କ କଠୋର ଭର୍ତ୍ସନା || Kiren Rijiju’s stern rebuke to Rahul Gandhi

ଶୁକ୍ରବାର ଦିନ, ଦେଶରେ ଏଲପିଜି ଗ୍ୟାସ୍ ଅଭାବ ପ୍ରସଙ୍ଗକୁ ନେଇ କଂଗ୍ରେସ ସାଂସଦମାନେ ଲୋକସଭାରେ ପ୍ରବଳ ହଟ୍ଟଗୋଳ ସୃଷ୍ଟି କରିଥିଲେ। ପ୍ରାୟ ୧୧ଟା ସମୟରେ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସାଂସଦମାନେ ଗୃହର ୱେଲ୍ ଆଡକୁ ଯାଇ ଏଲପିଜି ସଙ୍କଟ ଉପରେ ଆଲୋଚନା ପାଇଁ ଦାବି କରିଥିଲେ। ବିରୋଧୀଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ହଟ୍ଟଗୋଳ ଯୋଗୁଁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଗୃହକୁ ଦିନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ଦିନ ୧୨ଟାରେ ଲୋକସଭା କାର୍ଯ୍ୟ … Continue reading ରାହୁଲ ଗାନ୍ଧୀଙ୍କୁ କିରେନ ରିଜିଜୁଙ୍କ କଠୋର ଭର୍ତ୍ସନା || Kiren Rijiju’s stern rebuke to Rahul Gandhi