ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ନେପାଳୀ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ଖାଲି କରି କଟକ ରେଳ ଷ୍ଟେସନକୁ ସ୍ଥାନାନ୍ତର

KiiT University: ପ୍ରକୃତି ଲମସାଲଙ୍କ ଆତ୍ମହତ୍ୟା ପରେ ଭୁବନେଶ୍ୱରର କିଟ୍ ବିଶ୍ୱବିଦ୍ୟାଳୟ ନେପାଳୀ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ଖାଲି କରିବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି। ବିନା ଟିକେଟରେ ଛାତ୍ରଛାତ୍ରୀଙ୍କୁ କଟକ ରେଳ ଷ୍ଟେସନକୁ ସ୍ଥାନାନ୍ତର କରାଯିବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟ ହଷ୍ଟେଲ ପରିସରରେ ରବିବାର ସନ୍ଧ୍ୟାରେ ଜଣେ ବିଟେକ୍ ତୃତୀୟ ବର୍ଷଛାତ୍ରୀନିହତ ହେବା ଘଟଣାର କିଛିଘଣ୍ଟା ପରେ ଅନୁଷ୍ଠାନର ପରିଚାଳନା ଏକ ବିବାଦୀୟ ପଦକ୍ଷେପ ନେଇ … Continue reading ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ନେପାଳୀ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ଖାଲି କରି କଟକ ରେଳ ଷ୍ଟେସନକୁ ସ୍ଥାନାନ୍ତର