କିଟ୍‍ର ୨୨ତମ ପ୍ରତିଷ୍ଠା ଦିବସ: ଦୃଷ୍ଟି, ଦାୟିତ୍ୱ ଓ ବିଶ୍ୱମାନବୀୟ ମୂଲ୍ୟବୋଧର ଉତ୍ସବ

ଚାରି ବିଶ୍ୱ ପ୍ରତିଭାଙ୍କୁ ସମ୍ମାନ, ସାମ୍ବାଦିକତା ଓ ଯୁବଶକ୍ତି ଉପରେ ଗଭୀର ଚର୍ଚ୍ଚା ଏକ ବିଶ୍ୱବିଦ୍ୟାଳୟ କେବଳ ଇଟା-ପଥରର କ୍ୟାମ୍ପସ୍‌ ନୁହେଁ; ସେଠାରେ ଗଢ଼ିଉଠେ ଚିନ୍ତାଧାରା, ମୂଲ୍ୟବୋଧ ଓ ଭବିଷ୍ୟତର ନେତୃତ୍ୱ। ୨୨ ବର୍ଷର ଯାତ୍ରା ପୂରଣ କରିଥିବା କିଟ୍‍ ତାହାର ପ୍ରତିଷ୍ଠା ଦିବସକୁ ଏକ ଅନୁଷ୍ଠାନ ଭାବରେ ନୁହେଁ, ଏକ ଦୃଷ୍ଟିର ଉତ୍ସବ ଭାବେ ପାଳନ କରଛି। ଏହି ଅବସରରେ ଚାରିଜଣ ବିଶ୍ୱପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କୁ “କିଟ୍‍ ଜୀବନବ୍ୟାପୀ ସାଧନା ପୁରସ୍କାର” ପ୍ରଦାନ କରାଗଲା। କେବଳ ସମ୍ମାନ … Continue reading କିଟ୍‍ର ୨୨ତମ ପ୍ରତିଷ୍ଠା ଦିବସ: ଦୃଷ୍ଟି, ଦାୟିତ୍ୱ ଓ ବିଶ୍ୱମାନବୀୟ ମୂଲ୍ୟବୋଧର ଉତ୍ସବ