କିଟ୍‍ ଓ ଲଣ୍ଡନ୍ ସ୍କୁଲ ଅଫ୍ ବାୟୋନାଚୁରାଲ୍ ମେଡିସିନ୍‌ର ଚୁକ୍ତି

ଆନ୍ତର୍ଜାତୀୟ ଶିକ୍ଷାରେ ଓଡ଼ିଶାର ଆଉ ଗୋଟିଏ ଦୃଢ଼ ପଦକ୍ଷେପ ଆଜିର ଗ୍ଲୋବାଲ୍ ଯୁଗରେ ଶିକ୍ଷା କେବଳ ଏକ ଡିଗ୍ରୀ ଅର୍ଜନର ପ୍ରକ୍ରିୟା ନୁହେଁ; ଏହା ଜ୍ଞାନର ସୀମା ଭାଙ୍ଗିବା, ଦେଶ-ଦେଶ ମଧ୍ୟରେ ବୁଦ୍ଧିମତାର ସେତୁ ଗଢ଼ିବା ଓ ଭବିଷ୍ୟତ ପିଢ଼ୀ ପାଇଁ ନୂଆ ସମ୍ଭାବନା ତିଆରି କରିବାର ଏକ ଅଭିଯାନ। ଏହି ପରିପ୍ରେକ୍ଷିତରେ ଭୁବନେଶ୍ୱରର ପ୍ରମୁଖ ଶିକ୍ଷା ପ୍ରତିଷ୍ଠାନ କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ ଟେକ୍ନୋଲଜି (କିଟ୍‍) ଓ ଲଣ୍ଡନ୍‌ଭିତ୍ତିକ ସ୍କୁଲ ଅଫ୍‍ ବାୟୋ ନେଚୁରାଲ ମେଡିସିନ (ଏସଓବିଏମ) ମଧ୍ୟରେ … Continue reading କିଟ୍‍ ଓ ଲଣ୍ଡନ୍ ସ୍କୁଲ ଅଫ୍ ବାୟୋନାଚୁରାଲ୍ ମେଡିସିନ୍‌ର ଚୁକ୍ତି