ସାକ୍ଷୀ ପାଇଁ ବୟସ ପ୍ରତିବନ୍ଧକ ନୁହେଁ, ଶିଶୁ ବି ହୋଇପାରିବେ ସାକ୍ଷୀ
Court: କୌଣସି ଅପରାଧିକ ମାମଲାର ବିଚାର ପ୍ରକ୍ରିୟାରେ ଶିଶୁଟିଏ ବି ସାକ୍ଷୀ ହୋଇପାରିବେ। ବୟସ କେବେ କୌଣସି ସାକ୍ଷୀ ପାଇଁ ପ୍ରତିବନ୍ଧକ ହେବା ଉଚିତ ନୁହେଁ। ଭାରତୀୟ ସାକ୍ଷ ଆଇନର ତର୍ଜମା କରି ସୁପ୍ରିମ କୋର୍ଟ ଏହି ରାୟ ଦେଇଛନ୍ତି। ଆଉ ଏହି ଅନୁସାରେ ହାଇକୋର୍ଟରେ ଦୋଷମୁକ୍ତ ହୋଇଥିବା ଜଣେ ଅଭିଯୁକ୍ତଙ୍କୁ ଜେଲା ଦଣ୍ଡାଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ। ପ୍ରଥମଥର ପାଇଁ ଭାରତୀୟ ସାକ୍ଷ୍ୟ ଆଇନକୁ ସମୀକ୍ଷା କରି ସୁପ୍ରିମ କୋର୍ଟ ଏହି ତର୍ଜମା କରିଛନ୍ତି। ଖାଲି … Continue reading ସାକ୍ଷୀ ପାଇଁ ବୟସ ପ୍ରତିବନ୍ଧକ ନୁହେଁ, ଶିଶୁ ବି ହୋଇପାରିବେ ସାକ୍ଷୀ
Copy and paste this URL into your WordPress site to embed
Copy and paste this code into your site to embed