Kidney Damage Symptoms ।। ଆଖିରୁ ଜାଣିହେବ କିଡନୀ ଫେଲ୍ ହେବାର ଏସବୁ ସଙ୍କେତ…ହୁଅନ୍ତୁ ସର୍ତକ
ଆଜିକାଲି ଆଖି ସମସ୍ୟା କେବଳ ଚକ୍ଷୁ ଦୂର୍ବଳତା କିମ୍ବା ଡିଜିଟାଲ୍ ସ୍କ୍ରିନ୍ ବ୍ୟବହାରରେ ସୀମିତ ରହିନାହିଁ। ବିଶେଷଜ୍ଞମାନଙ୍କ ମତାନୁସାରେ, ଆଖି ଶରୀରର ସମଗ୍ର ସ୍ୱାସ୍ଥ୍ୟର ପ୍ରତିବିମ୍ବ। ବିଶେଷକରି କିଡନୀ ସମସ୍ୟା ଥିଲେ ତାହାର ପ୍ରଭାବ ଆଖିରେ ସ୍ପଷ୍ଟ ଭାବରେ ଦେଖାଯାଇପାରେ। କିଡନୀ ଶରୀରର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ରକ୍ତକୁ ଫିଲ୍ଟର କରି ବିଷାକ୍ତ ପଦାର୍ଥ, ଅତିରିକ୍ତ ପାଣି ଓ ଅଳିଆକୁ ପରିସ୍ରା ମାଧ୍ୟମରେ ବାହାର କରେ। ଯେତେବେଳେ କିଡନୀ ଠିକ୍ ଭାବରେ କାମ କରେନାହିଁ, … Continue reading Kidney Damage Symptoms ।। ଆଖିରୁ ଜାଣିହେବ କିଡନୀ ଫେଲ୍ ହେବାର ଏସବୁ ସଙ୍କେତ…ହୁଅନ୍ତୁ ସର୍ତକ
Copy and paste this URL into your WordPress site to embed
Copy and paste this code into your site to embed