Kerala Congress ‘Bidi-Bihar’ tweet sparks outrage ।। ପ୍ରଥମେ ଗାଳି, ଏବେ ବିଡ଼ି… ବିହାର ନିର୍ବାଚନ ପୂର୍ବରୁ କଂଗ୍ରେସ ଆଉ ଏକ ଅଭଦ୍ରାମି

ରାହୁଲ ଗାନ୍ଧୀ-ତେଜସ୍ୱୀ ଯାଦବଙ୍କ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ଙ୍କୁ ଦୁର୍ବ୍ୟବହାର କରିବା ବିବାଦ ପୂର୍ବରୁ କଂଗ୍ରେସର ଗଳାରେ କଣ୍ଟା ହୋଇ ଲାଖିଥିଲା ଏବଂ ଏବେ ବିଡ଼ି ବିବାଦ ତାଙ୍କ ବେକରେ ଫନ୍ଦା ହୋଇ ପଡ଼ିଛି। କେରଳ କଂଗ୍ରେସର ଟ୍ୱିଟ୍ ସହିତ ଆରମ୍ଭ ହୋଇଥିବା ଏହି ମାମଲା ଏକ ବଡ଼ ପ୍ରସଙ୍ଗ ପାଲଟିଛି। ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ସମେତ ସମସ୍ତ ବିଜେପି ନେତା ଏହାକୁ ବିହାରର ଅପମାନ ବୋଲି କହି ଟାର୍ଗେଟ କରୁଛନ୍ତି, ଜେଡିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରୀ … Continue reading Kerala Congress ‘Bidi-Bihar’ tweet sparks outrage ।। ପ୍ରଥମେ ଗାଳି, ଏବେ ବିଡ଼ି… ବିହାର ନିର୍ବାଚନ ପୂର୍ବରୁ କଂଗ୍ରେସ ଆଉ ଏକ ଅଭଦ୍ରାମି