୬୨ ଅଭିଯୁକ୍ତ, ୨୭ ଗିରଫ, କେରଳର ଏହି ମାମଲା ଦେଶର ସବୁଠାରୁ ବଡ଼ ଯୌନ ନିର୍ଯାତନା ମାମଲା

Kerala Sexual Harassment Case: କେରଳର ଏକ ସ୍କୁଲର ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ କୋଚ୍, ସାଥୀ ଆଥଲେଟ୍ ଓ ସହପାଠୀଙ୍କ ସମେତ ୬୨ ଜଣ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ପୁଲିସ ଏପର୍ଯ୍ୟନ୍ତ ୨୭ ଜଣଙ୍କୁ ଗିରଫ କରିଛି। ଏହି ମାମଲାରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଗଠନ କରାଯାଇଛି। କେରଳରେ ୧୨ ବର୍ଷୀୟା ନାବାଳିକାଙ୍କୁ ୬୨ ଜଣ ଯୁବକ ଯୌନ ନିର୍ଯାତନା ଦେଇଛନ୍ତି। ପୁଲିସ ଏପର୍ଯ୍ୟନ୍ତ ୨୭ ଜଣ ଅଭିଯୁକ୍ତଙ୍କୁ ଗିରଫ … Continue reading ୬୨ ଅଭିଯୁକ୍ତ, ୨୭ ଗିରଫ, କେରଳର ଏହି ମାମଲା ଦେଶର ସବୁଠାରୁ ବଡ଼ ଯୌନ ନିର୍ଯାତନା ମାମଲା