ବିଜେପିର ନିର୍ବାଚନୀ ରଣନୀତି; ଅଡ଼ୁଆରେ କେଜ୍ରିଓ୍ଵାଲ ଓ ଆତିଶୀ

Delhi Assembly Election: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଶନିବାର ୨୯ ଜଣପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଅରବିନ୍ଦ କେଜ୍ରିୱାଲଙ୍କ ନୂଆଦିଲ୍ଲୀ ଆସନରୁ ପ୍ରବେଶ ସାହିବ ସିଂ ବର୍ମାଙ୍କୁ ଟିକେଟ୍ ମିଳିଛି। କଂଗ୍ରେସ ମଧ୍ୟ ଏଠାରେ ସନ୍ଦୀପ ଦୀକ୍ଷିତଙ୍କୁ ପ୍ରାର୍ଥୀ କରିଛି, ଯାହା ଏଥର ଲଢ଼େଇକୁ ଜୋରଦାର କରିଛି। ସେହିପରି ଆତିଶୀଙ୍କ ବିପକ୍ଷରେ ବିଜେପି ପୂର୍ବତନ ସାଂସଦ ରମେଶ ବିଧୁରୀଙ୍କୁ ପ୍ରାର୍ଥୀ କରିଛି। ଦିଲ୍ଲୀ ବିଧାନସଭା ନିର୍ବାଚନ: ୨୯ ପ୍ରାର୍ଥୀଙ୍କ ପ୍ରଥମ … Continue reading ବିଜେପିର ନିର୍ବାଚନୀ ରଣନୀତି; ଅଡ଼ୁଆରେ କେଜ୍ରିଓ୍ଵାଲ ଓ ଆତିଶୀ