KCR suspends daughter K Kavitha from BRS ।। ଝିଅ କେ କବିତାଙ୍କୁ ବିଆରଏସରୁ ବିଦା କଲେ କେସିଆର

ସଂଗଠନ ଭିତରେ ବରିଷ୍ଠ ନେତାଙ୍କ ଉପରେ ସାର୍ବଜନୀନ ସମାଲୋଚନା ପରେ ଭାରତ ରାଷ୍ଟ୍ର ସମିତି (BRS) ମଙ୍ଗଳବାର ଦଳର ଅଧ୍ୟକ୍ଷ କେ ଚନ୍ଦ୍ରଶେଖର ରାଓ (KCR)ଙ୍କ ଝିଅ ଏମଏଲସି କେ କବିତାଙ୍କୁ ନିଲମ୍ବିତ କରିଛି। ଶୃଙ୍ଖଳାଗତ ମାମଲା ତଦାରଖ କରୁଥିବା ଦଳର ସାଧାରଣ ସମ୍ପାଦକ ଏସ ଭାରତ କୁମାର ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରାଯାଇଥିବା ଏକ ବିବୃତ୍ତିରେ ଦଳ କହିଛି, “ନେତୃତ୍ୱ ଏହି ମାମଲାକୁ ଗମ୍ଭୀରତାର ସହ ନେଉଛି, … Continue reading KCR suspends daughter K Kavitha from BRS ।। ଝିଅ କେ କବିତାଙ୍କୁ ବିଆରଏସରୁ ବିଦା କଲେ କେସିଆର