ଶୁଣିବାକୁ ମିଳୁଛି ଯେ ଅମିତାଭ ବଚ୍ଚନ ଖୁବ ଶୀଘ୍ର ‘କୌନ ବନେଗା କରୋଡପତି’ରୁ ଅଲଗା ହେବାକୁ ବିଚାର କରୁଛନ୍ତି । ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି ତାଙ୍କ ପରେ ରିୟାଲିଟି ସୋ’କୁ କିଏ ହୋଷ୍ଟ କରିବ? ଅମିତାଭ ବଚ୍ଚନ ନିଜର ଚମତ୍କାର ଅଭିନୟ ସହ ଟିଭି ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ସେ ବର୍ଷ ବର୍ଷ ଧରି ଟିଭି ରିଆଲିଟି ସୋ’ ‘କୌନ ବନେଗା କରୋଡପତି’କୁ ହୋଷ୍ଟ କରି ଆସୁଛନ୍ତି। ୨୦୦୦ ମସିହାରୁ … Continue reading କିଏ ନେବ ବିଗ୍ ବିଙ୍କ ଜାଗା
Copy and paste this URL into your WordPress site to embed
Copy and paste this code into your site to embed