ବିଗ୍ ବିଙ୍କୁ ‘ସମ୍ପତ୍ତିରେ ଅଂଶ’ ମାଗିଲେ ସମୟ ରାଇନା

Kaun Banega Crorepati 16: କୌନ ବନେଗା କରୋଡ଼ପତି ଟେଲିଭିଜନ ଇଣ୍ଡଷ୍ଟ୍ରିର ସବୁଠାରୁ ପ୍ରସିଦ୍ଧ କୁଇଜ୍ ସୋ’ ମଧ୍ୟରୁ ଅନ୍ୟତମ। ସୋ‘କୁ ଅନେକ ଲୋକ ଆସିଛନ୍ତି ଯେଉଁମାନେ ନିଜ ଜ୍ଞାନ ବଳରେ ଏକ ଫ୍ଲାସ୍ ରେ କୋଟିପତି ଓ ଲକ୍ଷପତି ହୋଇ ନିଜ ସ୍ୱପ୍ନ ପୂରଣ କରିଛନ୍ତି। ଅନେକ ସମୟରେ ଏହି ସୋ’ରେ ସେଲିବ୍ରିଟି ଅତିଥି ମଧ୍ୟ ନଜର ଆସିଥାନ୍ତି। ଏଥର ୟୁଟ୍ୟୁବର ତଥା ହାସ୍ୟ ଅଭିନେତା ସମୟ ରାଇନା, ତନ୍ମୟ ଭଟ୍ଟ ଏବଂ ଭୁବନ ବାମଙ୍କୁ … Continue reading ବିଗ୍ ବିଙ୍କୁ ‘ସମ୍ପତ୍ତିରେ ଅଂଶ’ ମାଗିଲେ ସମୟ ରାଇନା