୧୫ରୁ କାଶୀ ତାମିଲ ସଙ୍ଗମମ ୩.୦ ଆରମ୍ଭ
ତୃତୀୟ ପର୍ଯ୍ୟାୟ ପାଇଁ ପଞ୍ଜୀକରଣ ପୋର୍ଟାଲର ଶୁଭାରମ୍ଭ ଏହାର କଥାବସ୍ତୁ ରହିଛି ‘ଋଷି ଅଗସ୍ତୀ’; ଧର୍ମେନ୍ଦ୍ର ମୋଦିଙ୍କ ଏହା ମୂଳ କଳ୍ପନା ଥିଲା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାଶୀ ତାମିଲ ସଙ୍ଗମମ୍ (କେଟିଏସ୍)ର ତୃତୀୟ ସଂସ୍କରଣ ପାଇଁ ପଞ୍ଜୀକରଣ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଘୋଷଣା କରିଛନ୍ତି ଯେ କାଶୀ ତାମିଲ ସଙ୍ଗମମ ୩.୦ ଆସନ୍ତା ଫେବୃଆରି ୧୫ ତାରିଖରୁ ଉତ୍ତରପ୍ରଦେଶର ବାରଣାସୀରେ ଆରମ୍ଭ ହେବ ଏବଂ ୧୦ ଦିନ … Continue reading ୧୫ରୁ କାଶୀ ତାମିଲ ସଙ୍ଗମମ ୩.୦ ଆରମ୍ଭ
Copy and paste this URL into your WordPress site to embed
Copy and paste this code into your site to embed