କର୍ଣ୍ଣାଟକ ଜନଗଣନା ରିପୋର୍ଟ: ବର୍ଗ-୧ ଜାତିଙ୍କ ସପକ୍ଷରେ କ୍ରିମି ଲେୟାର ନୀତି

Karnataka Census report : ଜାଣିଛୁ କ୍ୟାଟେଗୋରୀ-୧ରେ ମୁଖ୍ୟତଃ ପଛୁଆ ବର୍ଗଙ୍କ ମଧ୍ୟରେ ଯାଯାବର, ଅର୍ଦ୍ଧଯାଯାବର, ଛୋଟ ଏବଂ ସବୁଠାରୁ ଛୋଟ ସମ୍ପ୍ରଦାୟର ଜାତି ରହିଛନ୍ତି ଜାତିଗତ ଜନଗଣନା ରିପୋର୍ଟର ଲିକ୍ ହୋଇଥିବା ତଥ୍ୟରୁ ଜଣାପଡୁଛି ଯେ ପଛୁଆ ବର୍ଗ ସଂରକ୍ଷଣ ତାଲିକାର ପ୍ରଥମ ଶ୍ରେଣୀରେ ଆସୁଥିବା ଜାତିମାନଙ୍କ ପାଇଁ କ୍ରିମ ଲେୟାର ନୀତି ପ୍ରଚଳନ କରିବାକୁ ଦାବି କରାଯାଇଛି। ଏହି ଦସ୍ତାବିଜରେ କୁହାଯାଇଛି ଯେ ପ୍ରଥମ ଶ୍ରେଣୀର ଅନେକ ଲୋକ ମଧ୍ୟ (ସାମାଜିକ, ଅର୍ଥନୈତିକ, ଶିକ୍ଷାଗତ … Continue reading କର୍ଣ୍ଣାଟକ ଜନଗଣନା ରିପୋର୍ଟ: ବର୍ଗ-୧ ଜାତିଙ୍କ ସପକ୍ଷରେ କ୍ରିମି ଲେୟାର ନୀତି