ସୈଫଙ୍କ ସହ ରୋମାଣ୍ଟିକ ମୁହୂର୍ତ୍ତ ସେୟାର କଲେ କରୀନା କପୁର ଖାନ

Kareena Kapoor Khan: କରୀନା କପୁର ଖାନ ହେଉଛନ୍ତି ବଲିଉଡ଼ ଇଣ୍ଡଷ୍ଟ୍ରିର ଅସଲ ଡିଭା । କରୀନା ନିଜ ଲୁକ୍, ଷ୍ଟାଇଲ୍ ଷ୍ଟେଟମେଣ୍ଟ୍ ଏବଂ ଫ୍ୟାସନ ଦ୍ୱାରା ପ୍ରଶଂସକଙ୍କୁ ପ୍ରଭାବିତ କରିଥାନ୍ତି। ପୁଣି ଥରେ ‘ବେବୋ‘ ତାଙ୍କ ପ୍ରଶଂସକଙ୍କୁ ଖୁସି ଦେଇଛି । କରୀନା ନିଜ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ନୂଆବର୍ଷ ଛୁଟିର କିଛି ଖାସ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ କରୀନା ପୂରା ପାର୍ଟି ମୁଡ୍ ରେ ନଜର ଆସିଛନ୍ତି। ତାଙ୍କ ସ୍ୱାଗ … Continue reading ସୈଫଙ୍କ ସହ ରୋମାଣ୍ଟିକ ମୁହୂର୍ତ୍ତ ସେୟାର କଲେ କରୀନା କପୁର ଖାନ