‘ବିଗ୍ ବସ୍ ୧୮’ର ବିଜେତା ହେଲେ କରଣବୀର ମେହେରା, ଟ୍ରଫି ସହ ନେଲେ ୫୦ ଲକ୍ଷ ଟଙ୍କା ପୁରସ୍କାର ରାଶି
ସଲମାନ ଖାନ ହୋଷ୍ଟେଡ୍ ଶୋ ‘ବିଗ୍ ବସ୍ ୧୮’କୁ ମିଳିଯାଇଛି ବିଜେତା । ଶୋ’ର ଟ୍ରଫି ଜିତିଛନ୍ତି କରଣବୀର ମେହେରା । ପ୍ରଶଂସକମାନେ ଯାହା ଆଶା କରିଥିଲେ, ଶେଷରେ ତାହା ହିଁ ହୋଇଛି । କରଣ ଟ୍ରଫି ସହ ୫୦ ଲକ୍ଷ ଟଙ୍କା କ୍ୟାଶ୍ ପ୍ରାଇଜ୍ ଘରକୁ ନେଇଛନ୍ତି । ଶୋ’ର ରନର୍ ଅପ୍ ହୋଇଛନ୍ତି ଭିଭିୟାନ୍ ଡିସେନା । ଦୁଇ ଜଣଙ୍କର ଜର୍ଣ୍ଣି ଶୋ’ରେ ଅତ୍ୟନ୍ତ ଚମତ୍କାର ଥିଲା । ସବୁ ଥର ପରି ଏଥର … Continue reading ‘ବିଗ୍ ବସ୍ ୧୮’ର ବିଜେତା ହେଲେ କରଣବୀର ମେହେରା, ଟ୍ରଫି ସହ ନେଲେ ୫୦ ଲକ୍ଷ ଟଙ୍କା ପୁରସ୍କାର ରାଶି
Copy and paste this URL into your WordPress site to embed
Copy and paste this code into your site to embed