ଓଡିଶାରେ ଆରମ୍ଭ ହେବ ‘କନ୍ୟା ସୁମଙ୍ଗଳା ଯୋଜନା’;କ’ଣ ରହିଛି ସ୍କିମ୍ ? || ‘Kanya Sumangala Yojana’ to be launched in Odisha; What is the scheme?

ଆଉ ଏକ ନୂଆ ଯୋଜନା ରାଜ୍ୟବାସୀଙ୍କ ପାଇଁ ଆଣିବାକୁ ଯାଉଛନ୍ତି ଓଡିଶା ସରକାର । ‘କନ୍ୟା ସୁମଙ୍ଗଳା’ ଯୋଜନା ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି ସରକାର । ଏହା ଏକ ପ୍ରମୁଖ ଯୋଜନା ଯାହା ଝିଅ ପିଲାମାନଙ୍କୁ ଦୀର୍ଘକାଳୀନ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ ହେବ ବୋଲି ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର (SOP) ଖୁବ୍ ଶୀଘ୍ର ଘୋଷଣା କରିବେ ବୋଲି ଆଶା କରାଯାଉଛି। ରାଜ୍ୟ ବଜେଟରେ ପୂର୍ବରୁ ଘୋଷଣା କରାଯାଇଥିବା ଏହି ଯୋଜନା ଏବେ … Continue reading ଓଡିଶାରେ ଆରମ୍ଭ ହେବ ‘କନ୍ୟା ସୁମଙ୍ଗଳା ଯୋଜନା’;କ’ଣ ରହିଛି ସ୍କିମ୍ ? || ‘Kanya Sumangala Yojana’ to be launched in Odisha; What is the scheme?