Kangana set it on fire II ନିଆଁ ଲଗାଇଦେଲେ କଙ୍ଗନା

ଦେଶର ରାଜନୈତିକ କରିଡରରେ ଏବେ ଏକ ବଡ଼ଧରଣର ଭୂମିକମ୍ପ ସୃଷ୍ଟି ହୋଇଛି ! କାରଣ, ବଲିଉଡର ବିବାଦୀୟ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାୱତ ଏପରି ଏକ ବିସ୍ଫୋରକ ବୟାନ ଦେଇଛନ୍ତି, ଯାହାକି ଭାରତୀୟ ରାଜନୀତିର ସବୁଠାରୁ ଶକ୍ତିଶାଳୀ ପରିବାର ଅର୍ଥାତ୍ ଗାନ୍ଧି ପରିବାରର ମୂଳଦୁଆକୁ ଦୋହଲାଇ ଦେଇଛି। କେବଳ ସେତିକି ନୁହେଁ, ସୋନିଆ ଗାନ୍ଧିଙ୍କ ନିଜସ୍ୱ ପୁସ୍ତକ ଏବଂ ଏକ ଭାଇରାଲ୍ ପୁରୁଣା ଭିଡିଓକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଯେଉଁ ଝଡ଼ ସୃଷ୍ଟି … Continue reading Kangana set it on fire II ନିଆଁ ଲଗାଇଦେଲେ କଙ୍ଗନା