କନ୍ଧମାଳକୁ ସାମାନ୍ଯ ଆଶ୍ଵସ୍ତି; ‘ଜିରୋ ଟିନେଜ ଗର୍ଭଧାରଣ’ ମିଶନ ଆରମ୍ଭ || Kandhamal gets some relief; ‘Zero Teenage Pregnancy’ mission begins

ଜିଲ୍ଲାରେ କିଶୋରୀ ଗର୍ଭଧାରଣର ବୃଦ୍ଧି ଉପରେ ଚିନ୍ତା ପ୍ରକଟ କରିବା ପରେ କନ୍ଧମାଳ ଜିଲ୍ଲା ପ୍ରଶାସନ ‘ଶୂନ୍ୟ କିଶୋରୀ ଗର୍ଭଧାରଣ’ କାର୍ଯ୍ୟକ୍ରମ ଆରମ୍ଭ କରିଛି। ସରକାରୀ ତଥ୍ୟ ଅନୁଯାୟୀ, ଗତ ତିନି ବର୍ଷ ମଧ୍ୟରେ କନ୍ଧମାଳରେ ୩୦୦ରୁ ଅଧିକ ନାବାଳିକା ଗର୍ଭଧାରଣ କରିଥିବା ଜଣାପଡ଼ିଛି। ଚଳିତ ପଦକ୍ଷେପର ଅଂଶ ଭାବରେ ଗୁରୁବାର ଫୁଲବାଣୀରେ ଅଧିକାରୀ ଏବଂ ପ୍ରଶିକ୍ଷକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଏବଂ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବିଭିନ୍ନ ବିଭାଗ … Continue reading କନ୍ଧମାଳକୁ ସାମାନ୍ଯ ଆଶ୍ଵସ୍ତି; ‘ଜିରୋ ଟିନେଜ ଗର୍ଭଧାରଣ’ ମିଶନ ଆରମ୍ଭ || Kandhamal gets some relief; ‘Zero Teenage Pregnancy’ mission begins