ପର୍ଯ୍ୟଟକଙ୍କ ଭିଡ଼ ବଢାଉଛି ଆକର୍ଷଣୀୟ କାନକୁଣ୍ଡା ଘାଟି

Kanakunda: ନିକଟରେ ମହିନ୍ଦ୍ରା ଗ୍ରୁପ୍ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଏକ୍ସରେ ସାଇଟରେ ଫଟୋ ସେୟାର କରିବା ପରେ କାନକୁଣ୍ଡାର ବିକାଶ ପାଇଁ ଦୃଷ୍ଟି ଦିଆଯାଇଥିଲା। ସୁନ୍ଦରଗଡ଼ ଜିଲ୍ଲାର ଆକର୍ଷଣୀୟ କାନକୁଣ୍ଡା ଘାଟି ପୁଣି ଥରେ ଚର୍ଚ୍ଚାକୁ ଆସିଥିବା ବେଳେ ଏହାକୁ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବା ପାଇଁ ଲୋକେ ଜୋରଦାର ଉଦ୍ୟମ ଚଳାଇଛନ୍ତି। ନିକଟରେ ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଏକ୍ସରେ ଫଟୋ ସେୟାର କରିବା ପରେ କାନକୁଣ୍ଡାର ବିକାଶ ପାଇଁ ଜୋର ଦିଆଯାଇଥିଲା। ଫେବ୍ରୁଆରି … Continue reading ପର୍ଯ୍ୟଟକଙ୍କ ଭିଡ଼ ବଢାଉଛି ଆକର୍ଷଣୀୟ କାନକୁଣ୍ଡା ଘାଟି