ଗଣତନ୍ତ୍ର ଦିବସରେ ସାମିଲ ହେବେ କମଳା
ଓଡ଼ିଶା ପାଇଁ ଗର୍ବ ‘ଓ୍ୱେଷ୍ଟ ଟୁ ବେଷ୍ଟ’ କରୁଛନ୍ତି ବର୍ଜ୍ୟରୁ ଜୀବିକା ନିର୍ବାହ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି କେନ୍ଦ୍ରାପଡ଼ାର ମହିଳା କମଳା ମହାରଣା। ପୂର୍ବରୁ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଏବଂ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା ସାଉଁଟିଥିବା କମଳାଙ୍କୁ ନୂଆଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ସମାରୋହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଇଛି। ଗତବର୍ଷ ଫେବ୍ରୁଆରି ୨୬ ତାରିଖରେ ‘ମନ୍ କି ବାତ୍’ର ୯୮ତମ ଏପିସୋଡରେ ବର୍ଜ୍ୟବସ୍ତୁକୁ କଳାତ୍ମକ ସୃଷ୍ଟିରେ … Continue reading ଗଣତନ୍ତ୍ର ଦିବସରେ ସାମିଲ ହେବେ କମଳା
Copy and paste this URL into your WordPress site to embed
Copy and paste this code into your site to embed