ଭୁବନେଶ୍ୱରର କଳିଙ୍ଗ ହସ୍ପିଟାଲରେ ଖୋଲିଲା ନୂଆ ଜରୁରୀକାଳୀନ ଓ ଟ୍ରମା କେୟାର ସେଣ୍ଟର

କଳିଙ୍ଗ ହସ୍ପିଟାଲଲିମିଟେଡ୍ (କେଏଚ୍ଏଲ୍) ପକ୍ଷରୁ  ଭୁବନେଶରରେ ଏକ ଜରୁରୀ ଅତ୍ୟାଧୁନିକ ଜରୁରୀକାଳୀନ ଓ ଟ୍ରମା କେୟାର ସେଣ୍ଟର ଖୋଲାଯାଇଛି। ନିକଟରେ କଳିଙ୍ଗ ହସ୍ପିଟାଲର ଅଧ୍ୟକ୍ଷ ଡାକ୍ତର ସୀତା କଣ୍ଠ ଦାଶ ବିଶିଷ୍ଟ ବ୍ୟକ୍ତି, ଡାକ୍ତର ଓ ଜନସାଧାରଣଙ୍କ ଉପସ୍ଥିତିରେ ଏହି ନୂତନ କେନ୍ଦ୍ରକୁ ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଥିଲେ। ରୋଗୀମାନେ ଯେପରି ତୁରନ୍ତ ଏବଂ ସଠିକ ଯତ୍ନ ପାଇପାରିବେ ତାହା ସୁନିଶ୍ଚିତ କରିବା ପାଇଁ ଏହି କେନ୍ଦ୍ରରେ ଉନ୍ନତ ଚିକିତ୍ସା ଜ୍ଞାନକୌଶଳ, ଉଚ୍ଚ ପ୍ରଶିକ୍ଷିତ ପେସାଦାର … Continue reading ଭୁବନେଶ୍ୱରର କଳିଙ୍ଗ ହସ୍ପିଟାଲରେ ଖୋଲିଲା ନୂଆ ଜରୁରୀକାଳୀନ ଓ ଟ୍ରମା କେୟାର ସେଣ୍ଟର